Back

ଅଚାନକ୍‌


  1. Achānak (ବୈଦେ. କ୍ରି.)ଅକସ୍ମାତ୍; ହଠାତ୍; ହୁ କରି Suddenly; all on a sudden.

  2. ଅପ୍ରତ୍ୟାଶିତରୂପେ Unexpectedly.

  3. ପ୍ରଚୁରରୂପେ; ବହୁତ  Excessively.

  4. ( ଦେ.ବିଣ.) ଅପ୍ରତ୍ୟାଶିତ Unexpected.

  5. ଆକସ୍ମିକ Sudden.

  6. (ଦେ.ବି.) - (ହଠାତ୍ ଉପସ୍ଥିତ ବିପଦ) ମହାମାରୀ The plague.

  7. ଓଲାଉଠା; ବିସୂଚିକା Cholera

  8. ଦେଶବ୍ୟାପୀ କୌଣସି ସଂକ୍ରାମକ ବ୍ୟାଧି An Epidemic.

  9. ହଠାତ୍ ଉପସ୍ଥିତ ବିପଦ A sudden calamity.