Back

ଅଚା ନ ଛାଡ଼ିବା


  1. Achā na chhāṟḍ̠ibā (ଦେ.କ୍ରି.) ଅଚା ରେଖା ଦ୍ୱାରା ସୀମାବଦ୍ଧ ସ୍ଥାନକୁ ନ ଟପି ହଳ ବୁଲାଇବା To plough within the limits of the circular furrow-line.

  2. (ଲକ୍ଷଣାର୍ଥ) ନିର୍ଦ୍ଦିଷ୍ଟ ସୀମାର ବାହାରକୁ ନ ଯିବା  Not to go beyond bounds; to stick to the prescribed limits.

  3. (ଲକ୍ଷଣାର୍ଥ) ନିର୍ଦ୍ଧାରିତ ନିୟମକୁ ଜଗି ଜଗି କାମ କରିବା To adhere to the prescribed rules; to stick to the point.

  4. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ସିଦ୍ଧହସ୍ତତା ଦେଖାଇବା To exhibit skilnl in any work.