Back

ଅଚାବୁଆ

Also : [ ଅଚାବୁହା, ଅଚାଭୁଆ ] 




  1. Achābuā (ଦେ.ବି.) - (ଯେଉଁ ଚାଷୀ ଅନିପୁଣ ଥିବାରୁ ଅଚାରେଖାର ସୀମା ମଧ୍ୟରେ ହଳ ବୁଲାଇ ନ ପାରି, ଆଚା ଛାଡ଼ିଯାଏ ଅର୍ଥାତ୍ ଯେଉଁ ଚାଷୀ ଅଚା ନ ଧରି ଭୁଆଁ ବୁଲେ)  ଅନିପୁଣ  Unskilful.

  2. ଲକ୍ଷ୍ୟଭ୍ରଷ୍ଟ Missing the aim; departing from the prescribed limit.

  3. କିଂକର୍ତ୍ତବ୍ୟବିମୂଢ଼ Bewildered.

  4. ତ୍ରସ୍ତବ୍ୟସ୍ତ  Frightened; alarmed.  [ ଢଗ ]  ସବୁ ପାଠ ପଢ଼େ ଶୁଆ, ବିଲେଇ ଦେଖିଲେ ଅଚାବୁଆ।

  5. ଆଚମ୍ବିତ; ଆଶ୍ଚର୍ଯ୍ୟାନ୍ୱିତ Astonished.