Back

ଅଚିନ୍ତା


  1. Achintā  (ସଂ.ବି.) -  ଚିନ୍ତାଶୂନ୍ୟତା; ନିଶ୍ଚିନ୍ତତା Freedom from anxiety or care.

  2. ଦାୟିତ୍ୱଜ୍ଞାନଶୂନ୍ୟତା  Irresponsibility.

  3. (ଦେ.ବିଣ.)ନିଶ୍ଚିନ୍ତ; ଚିନ୍ତାରହିତ Free from anxiety or care.

  4. ଚିନ୍ତା କରିବାକୁ ଯାହାର କୌଣସି ବିଷୟ ନ ଥାଏ Having nothing to be anxious about.