Back

ଅଚିନ୍ତା ପହଣ୍ଡ

Also : [ ଅଚିତା ପହଣ୍ଡ ]




  1. Achiṇtā pahaṇda (ପ୍ରାଦେ. (ପୁରୀ) ବି.) ଯେଉଁ ଆବୃତ ଗଳିରାସ୍ତା ବାଟ ଜଗନ୍ନାଥ ମହାପ୍ରଭୁଙ୍କ ରୋଷରୁ ଭୋଗମଣ୍ଡପକୁ ରନ୍ଧା ହୋଇଥିବା ଅହ୍ମଣିଆ ଅନ୍ନ ବ୍ୟଞ୍ଜନାଦି ବୁହା ହୁଏ A roofed passage through which the cooked food is carried to the main temple of Puri for being offered to the Deity Jagannatha.

  2. ଜଗନ୍ନାଥମନ୍ଦିରର ନାଟମନ୍ଦିର ମଧ୍ୟସ୍ଥ ସ୍ଥାନବିଶେଷ, ଯେଉଁଠାରେ ଭକ୍ତମାନେ ବସି ସ୍ତୁତି ପାଠ ଓ ଭଜନ କରନ୍ତି (ସମ୍ଭବତଃ ଏଠାରେ ବସି ସ୍ତୁତିପାଠ କରୁଥିବା ବେଳେ ଭକ୍ତକୁ ସଂସାରଚିନ୍ତା ବାଧେ ନାହିଁ ବୋଲି ଏହି ନାମ) Name of a portion of the portico inside the Nātamandira of the temple of Jagannatha at Puri where devotees sit and recite prayers and hymns.