Back

ଅଚୀନ

Also : [ ଅଚିନ ]




  1. Achīna  (ଦେ.ବି.)ସୁମାତ୍ରା ଦ୍ୱୀପର ଉତ୍ତରଭାଗରେ ଥିବା ପ୍ରତାପଶାଳୀ ସ୍ୱାଧୀନ ରାଜ୍ୟ ଓ ନଗର। ଏହି ବନ୍ଦରରୁ ପୂର୍ବେ ରେଶମ ରପ୍ତାନି ହେଉଥିଲା। 1878 ଖ୍ରୀଷ୍ଟାବ୍ଦରେ ଓଲନ୍ଦାଜମାନେ ଏହାକୁ ଅଧିକାର କଲେ Name of a state and port-town in the northern portion of the Sumātrā island.