Back

ଅଚ୍ଛେଦ୍ୟ


  1. Achchhedya (ସଂ.ବିଣ.) - ଯାହା ଅସ୍ତ୍ରଶସ୍ତ୍ରାଦିଦ୍ୱାରା କଟାଯାଇ ନ ପାରେ That which cannot be cut.

  2. ଅବିଭାଜ୍ୟ  Indivisible.

  3. ଯାହା ଛେଦନ କରିବା ଅନୁଚିତ That which ought not to be cut.




  • ଅଚ୍ଛେଦ୍ୟା (ସ୍ତ୍ରୀ)