Back

ଅଚ୍ୟୁତ


  1. Achyuta (ସଂ.ବିଣ.) - ଯାହା ଲଗ୍ନ ହୋଇଥିବା ବସ୍ତୁରୁ ଚ୍ୟୁତ ବା ଭିନ୍ନ ହୋଇନାହିଁ  Not separated from another thing.

  2. ଅପତିତ Not fallen.

  3. ବିନାଶରହିତ; ଅବିନାଶୀ Indestructible; imperishable.

  4. ସ୍ଥିର; ଚିରସ୍ଥାୟୀ Permanent.

  5. (ସଂ.ବି.) - ବିଷ୍ଣୁ An epithet of Bishṇu.

  6. ଶ୍ରୀକୃଷ୍ଣ Srīkṛushṇa.

  7. (ଦେ.ବି.) - ମନୁଷ୍ୟଙ୍କ ନାମବିଶେଷ  A name given to males.

  8. ଅଚ୍ୟୁତାନନ୍ଦର ଡାକ ନାମ  A name for calling Achyutānanda.

  9. ଚୈତନ୍ୟଙ୍କ ସମସାମୟିକ ଅଦ୍ୱୈତ ପଣ୍ଡିତଙ୍କର ଏକ ପୁତ୍ର Name of a son of Pandit Adwa̲i̱ta.




  • ଅଚ୍ୟୁତା (ସ୍ତ୍ରୀ)