Back

ଅଛେଦରା


  1. Achhedarā  (ଗ୍ରା.ବିଣ.)ହୀନ; ଅଧମାଧମ; ଅତି ଅଧମ Worst; meanest.

  2. ହେୟ; ଘୃଣ୍ୟ; ନିନ୍ଦ୍ୟ Despicable.

  3. ଜଘନ୍ୟ; କୁତ୍ସିତ Ugly; nasty.

  4. ମୂଲ୍ୟହୀନ Valueless.

  5. ପ୍ରୟୋଜନହୀନ; ଅପ୍ରୟୋଜନ Useless. (ଯଥା - ମୋର ଏ ଅଛେଦରା ଜୀବନ କିପାଇଁ ଲୋଡ଼ା)