Back

ଅଜଗନ୍ଧା

Category : [ Plant ]




  1. Ajagandhā (ସଂ.ବି.) (ଛେଳି ଦେହର ଗନ୍ଧ ପରି ଗନ୍ଧ ଯାହାର)  ବଣଯୁଆଣି; ସାବିତ୍ରୀ ଗୁଳ୍ମ; ବଣଯୁଆଣି (ଦ୍ରବ୍ଯଗୁଣ) Seseli Indicum (plant and seed.

  2. ଏକପ୍ରକାରର ତୁଳସୀ; ବଣତୁଳସୀ  A kind of Basil plant; ocymum Gratissimum.



 [ ଦ୍ର ] ଏହା ମୁଣ୍ଡର ଉକୁଣିନାଶକ ଓ ଏଥିର ବୀଜ ସ୍ନାୟୁବୀଯ ବ୍ୟାଧିନାଶକ।