Back

ଅଜଗନ୍ଧିକା

Category : [ Plant ]




  1. Ajagandhikā (ସଂ.ବି.)  - ଏକପ୍ରକାରର ତୁଳସୀ; ବଣତୁଳସୀ  A kind of Basil plant; ocymum Gratissimum.

  2. ତୁଳସୀ ଜାତୀୟ ତୀବ୍ର ସୁଗନ୍ଧଯୁକ୍ତ ଗୁଳ୍ମ ବିଶେଷ (ବର୍ବ୍ବରି, ଦୁଲଭା) Ocimum Basillicum; Ocimum Canum (Kirtikar).