Back

ଅଜଗଳିକା

Also : [ ଅଜଗଲ୍ଲିକା ]




  1. Ajagaḻikā (ସଂ.ବି.) (ରୋଗାକ୍ରାନ୍ତ ଶିଶୁର ଦେହ ଛେଳି ଗଳା ପରି ବନ୍ଧୁର ଦେଖାଯିବାରୁ)  ଶିଶୁରୋଗ ବିଶେଷ An infantile disease.



 [ ଦ୍ର ] ମୁଗଦାନା ପରି ଛୋଟ ପୀଡ଼ାରହିତ ବ୍ରଣ, ଏହା ବାତ ଓ କଫ ପ୍ରକୋପରୁ ଦେହଯାକ ବାହାରିଯାଏ।