Back

ଅଜଡ଼


  1. Ajaṟḍ̠a (ସଂ.ବିଣ.) -  ସଚେତନ; ସଜୀବ Animate.

  2. ଯେ ମାନ୍ଦା ନୁହେଁ  Not torpid.

  3. ଯେ ନିର୍ବୁଦ୍ଧିଆ ନୁହେଁ Not stupid.

  4. (ଦେ.ବି.)ଖାଦ୍ୟର ଅପରିପାକ; ଅଜୀର୍ଣ୍ଣ Indigestion.

  5. (ଦେ.ବିଣ.) - ଜୀର୍ଣ୍ଣ ହୋଇ ନ ଥିବା ଖାଦ୍ୟ  Undigested (food).