Back

ଅଜଡ଼ା


  1. Ajaṟḍ̠ā (ଦେ.ବି.) - ଅଜାଡ଼ିବା କର୍ମ Outpouring; copious pouring of a thing.

  2. (ଦେ.ବିଣ.) - ବିଶେଷ ପରିମାଣରେ ଢଳା ହୋଇଥିବା Copiously poured out.

  3. ଯେଉଁ ପାତ୍ରରୁ ଜଳ ଆଦି ନିଃଶେଷିତ ହୋଇ ଅଜଡ଼ା ହୋଇଅଛି; ତୁଚ୍ଛା  (a receptacle) Emptied of its liquid contents.

  4. ଭୂଇଁ ଅଅଁଳା ଗୁଳ୍ମ A plant, Flacourtia Cataphracta.

  5. ବାଇଢଙ୍କ Cowhage (plant) Carpopogon pruriens.