Back

ଅଜନ୍ତା


  1. Ajantā (ଦେ.ବି.)ବୁଦ୍ଧଶିଷ୍ୟାବିଶେଷ  Name of a female disciple of Buddha.

  2. ମଧ୍ୟପ୍ରଦେଶ ଖାନ୍ଦେଶ ଜିଲ୍ଲାର ଅନ୍ତର୍ଗତ ତାପ୍ତୀ ନଦୀର ନିକଟବର୍ତ୍ତୀ ଜୈନ ଓ ବୌଦ୍ଧ କୀର୍ତ୍ତିମଣ୍ଡିତ ଗୁମ୍ଫା ବିଶିଷ୍ଟ ପାହାଡ଼  Name of a hill containing caves with Ja̲i̱na and Buddhist inscriptions.