Back

ଅଜମୀଢ଼

Category : [ Name ]




  1. Ajamīṟḍ̠ẖa  (ସଂ.ବି.) - [ ନାମ ] ଅଜମୀର; ରାଜପୁତାନା ଅନ୍ତର୍ଗତ ଜିଲା ଓ ନଗରବିଶେଷ  Ajmeer.

  2. ରାଜା ଯୁଧିଷ୍ଠିର A name of king Judhishṭhira.

  3. ସୁହୋତ୍ରଙ୍କ ପୁତ୍ର; ଋଗ୍ବେଦ ସୁକ୍ତପ୍ରଣେତା ଋଷିବିଶେଷ Name of a sage; son of Suhotra.

  4. ହସ୍ତୀ ରାଜାଙ୍କ ପୁତ୍ର Name of a prince of ancient India.