Back

ଅଜମୋଦା

Also : [ ଅଜମୋଦିକା ] 

Category : [ Plant ]

Other Nameଅଜଗନ୍ଧକା, ମର୍କଟୀ, ହସ୍ତିକାରବୀ, ଶିଖିମୋଦା, ଉଗ୍ରଗନ୍ଧା, ବନଯମାନୀ, ଗନ୍ଧଦଳା, ମାୟୂରୀ, ବହ୍ନିଦୀପିକା




  1. Ajamodā (ସଂ.ବି.) (ଛାଗ ତୁଲ୍ୟ ଗନ୍ଧ ଥିବାରୁ) ବଣଜୁଆଣି A kind of wild carraway; Apium-Involucratum; Seseli-Indicum

  2. ଏହା ଧନ୍ୟାକାଦି ବର୍ଗର ଶାକଗୁଳ୍ମର ଖରଲୋମଶ ଫଳ। ଏହା ଅଜୀର୍ଣ୍ଣ, ସଂଗ୍ରହଣ ଓ ଦେହପୀଡ଼ାହାରକ Corrum Roxburghianum.