Back

ଅଜୟ

Category : [ Name ]




  1. Ajaya  (ସଂ.ବି.) - ପରାଜୟ Defeat.

  2. (ମେଷବାହନ) ଅଗ୍ନି Fire.

  3. ନଦୀବିଶେଷ Name of a river. (ଏହା ହଜାରିବାଗ ଜିଲ୍ଲାର ଉତ୍ତର ପୂର୍ବାଂଶସ୍ଥ ପାହାଡ଼ରୁ ବାହାରି କାଟୋୟା ନିକଟରେ ଗଙ୍ଗାରେ ମିଶିଅଛି; କେହି କେହି ଏହି ନଦୀକୂଳରେ ଜୟଦେବଙ୍କ ଜନ୍ମସ୍ଥାନ କେନ୍ଦୁବିଲ୍ୱ ଗ୍ରାମ ଥିବାର କହନ୍ତି।)

  4. ବିଷ୍ଣୁ  Bishṇu.

  5. ଅଭିଧାନକାରବିଶେଷ Name of a lexicographer.

  6. (ଦେ.ବି.) - ପୁରୁଷ ଲୋକଙ୍କ ନାମ A name given to males.

  7. (ସଂ.ବିଣ.)ଅଜେୟ  Invincible.

  8. ଅଜିତ; ଯାହାକୁ କେହି ଜିତି ନାହିଁ Unconquerred.

  9. ଜୟଶୂନ୍ୟ; ପରାଜିତ Vanquished; defeated.




  • ଅଜୟା (ସ୍ତ୍ରୀ)