Back

ଅଜଳା


  1. Ajaḻā (ଦେ.ବିଣ.) -  ଯହିଁରେ ଜଳା ବା ଛିଦ୍ର ନାହିଁ Having no hole. (ଯଥା - ଅଜଳା ପାତ୍ର)

  2. ଯାହା ଜଳି ନାହିଁ Unburnt. (ଯଥା - ଅଜଳା କାଠ)

  3. ଯହିଁରେ ନିଆଁ ବା ଆଲୁଅ ଲାଗି ନାହିଁ Not lighted. (ଯଥା - ଅଜଳା ବତି, ଅଜଳା ଚୁଲି)