Back

ଅଜହତ୍‌ ସ୍ବାର୍ଥ


  1. Ajahat swārtha (ସଂ.ବି.)  ଅଳଙ୍କାରବିଶେଷ; ପୂର୍ବବର୍ତ୍ତୀ ଶବ୍ଦର ଅର୍ଥକୁ ସମ୍ବନ୍ଧ ରଖି ବ୍ୟବହୃତ ହେବା ଶବ୍ଦ  A figure in Rhetoric; using a word which involves the meaning of another word previously used.



     [ ଦ୍ର ] ଏ ଚଉକି ଗୋରାହାତର କାମ = ଗୋରା କାରିଗର ଦ୍ୱାରା ନିର୍ମିତ କାମ; ହସ୍ତୀ = ହସ୍ତ୍ୟାରୋହୀ ସୈନ୍ୟ; ଅଶ୍ୱ = ଅଶ୍ୱାରୋହୀ ସୈନ୍ୟ; ରଥ = ରଥାରୋହୀ ସୈନ୍ୟ)