Back

ଅଜା


  1. Ajā (ଦେ.ବି.) - ପିତାମହ Paternal grandfather.

  2. (ଗ୍ରା.ବିଣ.) - ଶ୍ରେଷ୍ଠ Chief

  3. ଆଜୀ, ଆଈ (ସ୍ତ୍ରୀ) - ମାତାମହ Maternal grandfather. (ଅଜାଙ୍କ ପିତାଙ୍କୁ ଅଣଅଜା ଓ ପିତାମହଙ୍କୁ ପଣଅଜା)




  • ଅଜା (୨)




  1.  (ସଂ.ବି.) - ମାଈ ଛେଳି She goat.

  2. ମାୟା Illusion; delusion.

  3. ଆଦ୍ୟାଶକ୍ତି; ପ୍ରକୃତି Nature; the creative energy.

  4. (ସଂ.ବିଣ.) -  ଅଜର ସ୍ତ୍ରୀଲିଙ୍ଗ Feminine of Aja.