Back

ଅଜାଏ

Also : [ ଅଜାୟ ] 




  1. Ajāe (ଦେ.ବିଣ.) - ବେଜାଏ; ଅନୁଚିତ Improper.

  2. ବେଆଇନ; ଅନ୍ୟାୟ Illegal; wrongful

  3. ଗରଜାଏ; ଯେଉଁ ବାକି ଧନ ଆଦାୟ ହେବାର ସମ୍ଭାବନା ନାହିଁ Unrealisable; irrecoverable.

  4. ନିର୍ଦ୍ଧନ; ସମ୍ପତ୍ତିହୀନ Poor; pennyless.

  5. ଯେଉଁ ବ୍ୟକ୍ତି ନିଜର ଦେୟ ଶୁଝିବାକୁ ଅକ୍ଷମ Insolvent; unable to pay dues.