Back

ଅଜାଏତ୍‌


  1. Ajāet (ବିଣ.) - [ ପ୍ରାଦେଶିକ - ସମ୍ବଲପୁର ] ଅଜାତିଆ; ସମାଜଚ୍ୟୁତ; ପତିତ Outcaste; excommunicated; expelled from society.

  2. ନୀଚଜାତୀୟ  Of low caste.

  3. ଅଜାତି; ନୀଚ ଜାତି  Low caste.

  4. ନିକୃଷ୍ଟ ଶ୍ରେଣୀର Of inferior class.