Back

ଅଜାଗର

Also : [ କେଶରାଜ, କେଶ୍ୟ, କୁନ୍ତଳବର୍ଦ୍ଧକ, କେଶରଦା; କେଶଦୁଦୁରା ]



Category : [ Botany, Plant ]




  1. Ajāgara (ସଂ.ବି.) - କଳା ଭଅଁର The black bee.

  2. ଭ୍ରମର ଶ୍ରେଷ୍ଠ A big humble bee.

  3. ବଡ଼ କଜଳପାତୀ ଜାତୀୟ ଭୀମରାଜ ପକ୍ଷୀ The large racket-tailed black drongo.

  4. ଯଜ୍ଞବିଶେଷ Name of a vedic sacrifice.

  5. ଗନ୍ଧସ୍ୱାଦବିହୀନ ଶାକବିଶ - ଏହା କେଶବର୍ଦ୍ଧକ ଓ କେଶର ହିତକର  (ଏହା ଆର୍ଦ୍ର ସ୍ଥାନମାନଙ୍କରେ ଜନ୍ମେ) Wedelia Calendulacea (a herb) Verbesina Scandens.

  6. ଏକପ୍ରକାର ଗୁଳ୍ମ  Spilanthes Oleracia (plant).