Back

ଅଜାଡ଼ିବା


  1. Ajāṟḍ̠ibā (ଦେ.କ୍ରି.)କୌଣସି ବସ୍ତୁକୁ ବହୁପରିମାଣରେ ଢାଳିବା To pour out profusely.

  2. (ତରଳ ପଦାର୍ଥକୁ) ଇଡ଼ିବା To spill. ନିମ୍ବଜଳଦ୍ରବେ ଦେଇ ମନ,

  3. ଜୋରରେ ତଳକୁ ଫୋପାଡ଼ି ଦେବା To throw down with force.



     [ ଦ୍ର ]  ଅଜାଡ଼ିବା କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକାଇବା କ୍ରିୟା ଲାଗି ବିଶେଷ ପରିମାଣରେ ଅର୍ଥ ବୁଝାଏ। ଯଥା - ଅଜାଡ଼ି ଦେବା; ଅଜାଡ଼ି ପକାଇବା।