Back

ଅଜାଡ଼ି ହେବା


  1. Ajāṟḍ̠i hebā (ଦେ.କ୍ରି.) -  ବହୁପରିମାଣରେ ଢାଳିହେବା To be poured profusely.



     [ ଉ. ]  କାଲି ରାତିରୁ ମୁଷଳଧାରାରେ ବରଷା ଅଜାଡ଼ି ହେଉଛି।