Back

ଅଜାତଦନ୍ତ


  1. Ajātadanta (ସଂ.ବିଣ.) -  ଯେଉଁ ବାଳକର ଦାନ୍ତ ଉଠି ନାହିଁ (boy) Who has not yet teethed.

  2. ଦନ୍ତହୀନ Toothless.




  • ଅଜାତଦନ୍ତା (ସ୍ତ୍ରୀ)