Back

ଅଜାତଶତ୍ରୁ

Category : [ Name ]




  1. Ajātaṡatru (ସଂ.ବି.) - ଯୁଧିଷ୍ଠିରଙ୍କ ନାମ A name of J̄udhisṭhira.

  2. ଶିବ; ମହାଦେବ God Ṡiba.

  3. ଉପନିଷଦରେ ବର୍ଣ୍ଣିତ କାଶୀର ଏକ କ୍ଷତ୍ରୀୟ ରାଜା Name of a king of ancient Benares

  4. ରାଜଗୃହ ବା ମଗଧଦେଶର ରାଜାବିଶେଷ Name of a king of Magadha.



     [ ଦ୍ର ] ଏ ବିମ୍ବିସାରଙ୍କ ପୁତ୍ର ଓ ଗୌତମ ବୁଦ୍ଧଙ୍କ ସମକାଳୀନ ଥିଲେ।