Back

ଅଜାତିନଗରୀ

Also : [ ଅଜାତିପୁରୀ ]




  1. Ajātinagarī (ଦେ.ବି.) - ଯେଉଁ ସ୍ଥାନର ଲୋକେ ଜାତିଭେଦ ମାନନ୍ତି ନାହିଁ A place or locality where people do not observe caste-distinction.

  2. (ଜଗନ୍ନାଥଙ୍କ ମହାପ୍ରସାଦରେ ଯେଉଁଠାରେ ଜାତି ବାରଣ ନାହିଁ) ପୁରୁଷୋତ୍ତମ କ୍ଷେତ୍ର The town of Puri.