Back

ଅଜାନ୍‌ ଦେବା


  1. Ajān debā (ଦେ.କ୍ରି.) - ମସଜିଦର ଛାତ ଉପରେ ଠିଆ ହୋଇ (ମୁଆଜ୍ଜନ୍) ଦିନ ମଧ୍ୟରେ ୫ଥର ନମାଜ କରିବା ପାଇଁ ମୁଷଳମାନଙ୍କୁ ବଡ଼ ପାଟି କରି ଡାକିବା  To call the Mohammedans to prayer at five fixed times of the day from the roof of a mosque.