Back

ଅଜିତ


  1. Ajita (ସଂ.ବିଣ.) - ଅପରାଜିତ; ଯାହାକୁ କେହି ଜିଣି ନାହିଁ Unconquered; unvanquished.

  2. ଅଜେୟ Invincible.

  3.  (ସଂ.ବି.) - ବିଷ୍ଣୁ God Bishṇu.

  4. ଶିବ God Ṡiba.

  5. ବୁଦ୍ଧଦେବ The Buddha.

  6. ବୁଧ ଗ୍ରହ The planet Mercury.

  7. ବିଷାକ୍ତ ମୂଷିକ A poisonous mouse.

  8. ଚତୁର୍ଦ୍ଦଶ ମନ୍ୱନ୍ତରର ସପ୍ତର୍ଷି ମଧ୍ୟରୁ ଜଣେ One of the seven sages of the 14th Manwantara.

  9. ଜୈନ ଅର୍ହତ ବା ଋଷିବିଶେଷ Name of a Ja̲i̱na sage.

  10. ମୈତ୍ରେୟ ବା ଭବିଷ୍ୟତ ବୁଦ୍ଧବିଶେଷ Sage Ma̲i̱treya or a future Buddha.




  • ଅଜିତା (ସ୍ତ୍ରୀ)