Back

ଅଜୀଗର୍ତ୍ତ

Category : [ Name ]




  1. Ajīgartta (ସଂ.ବି.) ଋଷିବିଶେଷ; ଶୁନଃଶେଫ ଋଷିଙ୍କ ପିତା Name of a Sage.



 [ ଦ୍ର ] ରାଜା ହରିଶ୍ଚନ୍ଦ୍ର 100ଟି ଗାଈ ଦେଇ ଏ ବାଳକ ଥିଲା ବେଳେ ଏହାଙ୍କୁ କିଣି ନିଜ ପୁତ୍ର ରୋହିତାଶ୍ୱ ବଦଳରେ ଏହାକୁ ବରୁଣଙ୍କଠାରେ ବଳି ଦେବାକୁ ବସିଥିଲେ; କିନ୍ତୁ ଏ ସ୍ତୁତିଦ୍ୱାରା ବରୁଣଙ୍କୁ ସନ୍ତୁଷ୍ଟ କରିବାରୁ ବରୁଣ ଏହାଙ୍କୁ ରକ୍ଷା କରିଥିଲେ।