Back

ଅଜୋଡ଼

Also : [ ଅଜୋଡ଼ା ]




  1. Ajoṟḍ̠a (ଦେ.ବିଣ.) -  ଅଯୁକ୍ତ; ଯାହା ଅନ୍ୟ ଖଣ୍ଡ ସଙ୍ଗେ ଯୋଡ଼ା ହୋଇନାହିଁ Unjoined.

  2. ବିଜୋଡ଼; ଯାହା ଯୋଡ଼ା ଯୋଡ଼ା ନୁହେଁ Not in pairs.

  3. ଅଯୁଗ୍ମ (ରାଶି) Odd (number).