Back

ଅଜ୍ଞାତ


  1. Ajn̄āta (ସଂ.ବି.) ଅବିଦିତ; ଅଜଣା Unknown; unaware.

  2. ଅନିଶ୍ଚିତ Uncertain.

  3. ଅପ୍ରକାଶିତ Unpublished.

  4. ଗୁପ୍ତ Secret.

  5. ଅଚିହ୍ନା; ଅପରିଚିତ Unacquainted.

  6. ଅନିର୍ଦ୍ଦେଶ୍ୟ; ଅନିର୍ଦ୍ଦିଷ୍ଟ Unassignable.




  • ଅଜ୍ଞାତା (ସ୍ତ୍ରୀ)