Back

ଅଜ୍ଞାତ ବନବାସ


  1. Ajn̄āta banabāsa (ସଂ.ବି.) ଅନିର୍ଦ୍ଦିଷ୍ଟ ବନବାସ; ଯେଉଁ ବନବାସୀ ବ୍ୟକ୍ତିର ରହିବା ସ୍ଥାନର ଠିକଣା ଅନ୍ୟ ଲୋକେ ଜାଣନ୍ତି ନାହିଁ Residence in the forest about the particulars of which the public remain ignorant.



 [ ଦ୍ର ]  (ପୁରାଣ) ପାଣ୍ଡବ ଭ୍ରାତାମାନେ ବାର ବର୍ଷ ବନବାସ କରିବେ ଓ ତହିଁ ପରେ ଏକବର୍ଷ କାଳ ସେମାନେ କେଉଁଠାରେ ରହିବେ, ତାହା କେହି ଜାଣିବେ ନାହିଁ ବୋଲି ଦୁର୍ଯ୍ୟୋଧନ ସର୍ତ୍ତ କରିଥିଲେ।