Back

ଅଜ୍ଞାନ ଚାପୁଡ଼ା


  1. Ajn̄āna chāpuṟḍ̠ā (ଦେ.ବି.) - (ଯେଉଁ ଚାପୁଡ଼ା ଦ୍ୱାରା ମନୁଷ୍ୟର ଜ୍ଞାନ ହଜିଯାଏ)  ଖୁବ ଜୋରରେ ମରାଯିବା ଚାପୁଡ଼ା A severe slap.

  2. (ବ୍ୟଙ୍ଗ) ଗୁରୁ ଶିଷ୍ୟକୁ ମନ୍ତ୍ର ଦେଲା ବେଳେ ମନ୍ତ୍ରସାଧନ ପ୍ରତି ଶିଷ୍ୟର ମନୋଯୋଗ ଆକର୍ଷଣ କରିବା ପାଇଁ ଗୁରୁଙ୍କ ପ୍ରଦତ୍ତ ଚପେଟାଘାତ (Jocular) A slap given by the preceptor to the disciple at the initiation.




  •  [ ଉ ] ଯେ ଗୁରୁଙ୍କଠାରୁ ଅଜ୍ଞାନଚାପୁଡ଼ା ପାଇ ନାହିଁ, ସେ ଏ ମନ୍ତ୍ର ସାଧନ କରିପାରି ନାହିଁ।