Back

ଅଜ୍ଞାନୀ


  1. Ajn̄ānī (ଦେ.ବିଣ.) - (ଅଜ୍ଞାନ ଶବ୍ଦର ଅଶୁଦ୍ଧ ପ୍ରୟୋଗ) ଅଜ୍ଞ Ignorant.

  2. ମୂର୍ଖ Illiterate.

  3. ଅବିବେକ; ହିତାହିତଜ୍ଞାନଶୂନ୍ୟ  Indiscriminate; inconsiderate.



 [ ଉ ] ଅଜ୍ଞାନୀ ଯେହ୍ନେ ଗୃହେ ଥାଇ, ବଞ୍ଚେ ଶରୀର ବଶ ହୋଇ। (ଜଗନ୍ନାଥକୃତ ଭାଗବତ)



 [ ଦ୍ର ] କେତେକ ଶବ୍ଦକୋଷରେ 'ଅଜ୍ଞାନୀ' ଶବ୍ଦ ସଂସ୍କୃତ ଥିବାର ଲେଖା ଯାଇଅଛି, କିନ୍ତୁ ବହୁବ୍ରୀହି ସମାସରେ ନାହିଁ ଜ୍ଞାନ ଯାହାର, ଏହିପରି ବ୍ୟାସବାକ୍ୟଦ୍ୱାରା ଅଜ୍ଞାନ ପଦ ସିଦ୍ଧ।