Back

ଅଞ୍ଜନ


  1. An̄jana (ସଂ.ବି.)ଚକ୍ଷୁରଞ୍ଜନାର୍ଥ ବ୍ୟବହୃତ ଲେପ; କଜ୍ଜ୍ୱଳ Collyrium; ointment for the edge of the eye-lid.

  2. କଳା; ମସୀ; କାଳୀ Ink.

  3. ଦୀପ କଳା Lamp-black.

  4. ମଳି Dirt.

  5. ସୁରୁମା; ରସାଞ୍ଜନ Antimony.

  6. ଆୟୁର୍ବେଦୋକ୍ତ ଚାରି ପ୍ରକାରର ଅଞ୍ଜନ Four kinds of ointment mentioned in the Hindu medical books. (ଯଥା - ରସାଞ୍ଜନ, ଶ୍ରୋତ୍ରାଞ୍ଜନ, ସୌବୀରାଞ୍ଜନ, କୃତ୍ରିମାଞ୍ଜନ)

  7. ମ୍ରକ୍ଷଣ; ମିଶାଇବା  Mixing up.

  8. ଗମନ; ଗତି Going; movement.

  9. ଅଗ୍ନି Fire.

  10. ପଶ୍ଚିମ ଦିଗର ହସ୍ତୀ Name of the elephant guarding the West.

  11. (ଦେ.ବିଣ.) - (ଅଞ୍ଜନ ପରି) କଳା; କୃଷ୍ଣ ବର୍ଣ୍ଣ Black.