Back

ଅଞ୍ଜନକେଶା


  1. An̄janakeṡā (ସଂ.ବିଣ.) - କଜ୍ଜ୍ୱଳକୁନ୍ତଳା; ଯେଉଁ ସ୍ତ୍ରୀର ମୁଣ୍ଡର କେଶ କଜ୍ଜ୍ୱଳ ପରି ଗାଢ଼ କୃଷ୍ଣବର୍ଣ୍ଣ (a woman) Having deep black tresses of hair.




  • (ବି) - ଅଞ୍ଜନକେଶୀ, କଜ୍ଜ୍ବଳକେଶୀ