Back

ଅଞ୍ଜାମ୍‌


  1. An̄jām (ବୈଦେ.ବି.) - (ଫା. ଇନ୍ତେଜାମ୍) - କାର୍ଯ୍ୟ ସମ୍ପାଦନ Performance of work.

  2. କର୍ତ୍ତବ୍ୟକର୍ମ ସାଧନ The doing of a duty.

  3. କର୍ମର ସମାପ୍ତି Acomplishment or completion of a work.

  4. (ବୈଦେ.ବିଣ.)ସମ୍ପାଦିତ; ସାଧିତ Done; performed.

  5. ସମାପିତ Completed.

  6. ସମାହିତ Accomplished.