Back

ଅଟକାଇବା

Also : [ ଅଟକେଇବା ]




  1. Aṭakāibā (ଦେ.କ୍ରି.) - ଅଟକିବାର ଣିଜନ୍ତ ଓ ସକର୍ମକରୂପ Causative and transitive form of the verb Aṭakibā.

  2. ଅଟକ କରିବା; ଗତିରୋଧ କରବା To restrain.

  3. କୋରଖ କରିବା To attach.

  4. କୌଣସି ଦ୍ରବ୍ୟ ବିକ୍ରି ନ କରିବା ପାଇଁ ଆଦେଶ ଦେଇ ବନ୍ଦ କରିବା To order a thing not to be sold.

  5. ଫସଲ କାଟି ନ ନେବାପାଇଁ ପ୍ରଜାକୁ ବନ୍ଦ କରିବା To distrain a crop.

  6. ଜାତିଚ୍ୟୁତ କରିବା To excommunicate.