Back

ଅଟକାଳି


  1. Aṭakāḻi (ଦେ.ବି.) - ଘନା ଜାଉ; ଶସ୍ୟଚୂର୍ଣ୍ଣଦ୍ୱାରା ପ୍ରସ୍ତୁତ ବହଳିଆ କ୍ଷୀରୀ Thick gruel.



 [ ଦ୍ର ]  କ୍ଷୀରୀରେ ଦୁଧ ମିଶିଥାଏ; କ୍ଷୀରିସାରେ ଦୁଧ ଓ ପାଣି ମିଶିଥାଏ; ଜାଉରେ ପାଣି ମିଶି ପତଳା ହୋଇଥାଏ, ଅଟକାଳିରେ ପାଣି ମିଶି ଘନ ହୋଇଥାଏ।