Back

ଅଟରପଟର


  1. Aṭarapṭara (ଗ୍ରା.ବିଣ.) - ଗୋଳମାଳିଆ Muddled; confused.

  2. ଅସମ୍ବନ୍ଧ (କଥା) Incoherent.

  3. ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଖସିଯିବା; ଅସ୍ଥିର Unstable; slipping away from one place to another.

  4. (ଗ୍ରା.ବି.) - ଅସମ୍ବନ୍ଧ କଥା; ପ୍ରଳାପ Incoherent talk; raving.

  5. ଗୋଳମାଳିଆ କଥା Muddle.