Back

ଅଟଳ


  1. Aṭaḻa (ସଂ.ବିଣ.) - ଯାହା ଟଳେ ନାହିଁ; ଅଚଞ୍ଚଳ; ସ୍ଥିର; ଦୃଢ଼ Fixed; steady.

  2. ଅଚଳ Immovable.

  3. ଚିରସ୍ଥାୟୀ Permanent.

  4. ଦୃଢ଼ପ୍ରତିଜ୍ଞ Resolute; determined.

  5. ଯେ ହଲେ ନାହିଁ Unwavering.




  • ଅଟଳା (ସ୍ତ୍ରୀ)