Back

ଅଟେଇ

Also : [ ଅଟାଇ ]




  1. Aṭei (ଦେ.ବି.) - ଗୋରୁ, ବାଛୁରି, ଛେଳି ଆଦିଙ୍କୁ ରଖିବା ପାଇଁ ବାଡ଼ ଘେରା ଛୋଟ ସ୍ଥାନ A crib; a small enclosure for keeping cattle, calves and sheep.

  2. ଶସ୍ୟ ସଞ୍ଚୟ ସ୍ଥାନ; ଅମାର Granary.

  3. (ବି. ପ୍ରାଦେ./ଗଡ଼ଜାତ) - ଧାନ ୫/୭ ଗାଡ଼ି ରହିବା ଭଳି ବଡ଼ କୋଡ଼ମେଇ A big wicker work; reservoir for storing paddy.