Back

ଅଟ୍ଟହାସୀ


  1. Aṭṭahāsī (ସଂ.ବିଣ.) - ବିକଟ ହାସ୍ୟକାରୀ Laughing loudly; grinning.

  2. ଉପହାସବ୍ୟଞ୍ଜକ ହାସ୍ୟକାରୀ Sneering.

  3. (ସଂ.ବି.) - (ତାଣ୍ଡବ ନୃତ୍ୟ କାଳରେ ଏ ଅଟ୍ଟହାସ କରୁଥିବାରୁ)  ଶିବ; ମହାଦେବ The god Ṡiba.




  • ଅଟ୍ଟହାସିନୀ (ସ୍ତ୍ରୀ)