Back

ଅକଡ଼ା ଅକଡ଼ି


  1. Akaṟḍ̠ā akaṟḍ̠i  (ଦେ.ବି.) - ଦୁଇ ଜଣ ପରସ୍ପର ଜିଦି ଧରିବା ଯୋଗୁଁ କେହି କାହାରି କଥାରେ ରାଜି ନ ହେବା Mutual obstinacy. 

  2. ଦୁଇଜଣ ପରସ୍ପରକୁ ଅକଳରେ ପକାଇବା।  Putting each other into queer predicament. 

  3. (ଦେ.ବିଣ) - ପରସ୍ପରକୁ ଅକଳରେ ପକାଉଥିବା Inconveniencing each other.