Back

ଅଠାଠିକ୍‌


  1. Aṭhāṭhik (ଦେ.ବି.) - ମୁର୍ମୂଷୁ ଅବସ୍ଥା; ଅବତବ ଅବସ୍ଥା; ମୁତୁର ଅବ୍ୟବହିତ ପୂର୍ବାବସ୍ଥା Last stage before death; dying condition.

  2. ମରଣାନ୍ତକ ଅବସ୍ଥା Condition sure to end in death.

  3. ଅତ୍ୟନ୍ତ ନିରାଶ୍ରୟ ଅବସ୍ଥା Utterly helpless condition.ୟ

  4. ଶେଷ ମନ୍ଦ ଅବସ୍ଥା Extremely bad condition.