Back

ଅକଡ଼ାଇବା


  1. Akaṟḍ̠āibā ( ଦେ.କ୍ରି) - ଅସୁବିଧାରେ ପକାଇବା To put a person into inconvenience. 

  2. ଅନ୍ୟକୁ ବିପଦରେ ପକାଇବା To put a person to difficulty or danger. 

  3. କୌଣସି ବ୍ୟକ୍ତିକୁ ଅନାୟତ୍ତ ବା କାବୁ କରିବା। To corner a person; to render a person helpless. 

  4. ଏକାଜିଦି ଧରି ବସିବା; ଅଡ଼ିବା To persist in anything.

  5. (ଜାତିଭାଇମାନେ କୌଣସି ବ୍ୟକ୍ତିକୁ) ବାସନ୍ଦ କରିବା; ସମାଜରୁ ଅଟକ କରିବା To excommunicate a person.