Back

ଅଠାବୋଳିବା

Also : [ ଅଠା ଲଗାଇବା ] 




  1. Aṭhāboḻibā (ଦେ.କ୍ରି.) - କୌଣସି ବସ୍ତୁରେ ଅଠା ଲଗାଇବା To smear anything with gum.

  2. କୌଣସି ବ୍ୟକ୍ତିଠାରେ ଦୋଷ ବା କଳଙ୍କ ଆରୋପ କରିବା To lay the blame on a person. (ଯଥା - ଗାଁ ବାଲା ପଣସ ଖାଇ ଭଣ୍ଡାରି ମୁଣ୍ଡରେ ଅଠା ବୋଳିବା ନ୍ୟାୟ  (ପ୍ରବଚନ।)

  3. ଅପବାଦ ଦେବା To defame or slander a person.